ତାଳଦଣ୍ଡା କେନାଲ୍‌ରେ ପାଇଖାନା ମଇଳା ଛାଡ଼ିବା ମହଙ୍ଗା ପଡିଲା : ୧ ଲକ୍ଷ ଟଙ୍କା ଜରିମାନା

କଟକ: ତାଳଦଣ୍ଡା କେନାଲରେ ପାଇଖାନା ମଇଳା ଛାଡି ଏହାକୁ ଦୂଷିତ କରିବା ମହଙ୍ଗା ପଡିଛି। କଟକ ମହାନଗର ନିଗମ (ସିଏମସି) ଏହାକୁ ଗୁରୁତ୍ବର ସହିତ ନେଇଛି। ଆଜି ସିଏମ୍‌ସି ପକ୍ଷରୁ ମଇଳା ପାଣି ଛାଡୁଥିବା ଦୁଇ ସେସ୍‌ ପୁଲ୍ ଗାଡ଼ି ବିରୋଧରେ ୧ଲକ୍ଷ ଟଙ୍କା ଜରିମାନା କରିଛି। ପ୍ରତି ଗାଡି ପିଛା ୫୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। କେବଳ ସେତିକି ନୁହେଁ ଏଭଳି ତ୍ରୁଟି କରିଥିବା ଦୁଇ … Continue reading ତାଳଦଣ୍ଡା କେନାଲ୍‌ରେ ପାଇଖାନା ମଇଳା ଛାଡ଼ିବା ମହଙ୍ଗା ପଡିଲା : ୧ ଲକ୍ଷ ଟଙ୍କା ଜରିମାନା